April 23, 2025

ପଞ୍ଜାବରେ କାହିଁକି ଐତିହାସିକ ପରାଜୟ ବରଣ କଲା କଂଗ୍ରେସ

କ୍ଯାପଟେନଙ୍କୁ ରଖିଥିଲେ ଭଲ ହୋଇଥାନ୍ତା, ସିଦ୍ଧୁଙ୍କୁ ଛାଡିଥିଲେ ଭଲ ହୋଇଥାନ୍ତା, ଚନ୍ନୀଙ୍କୁ ବାଛିବା ଭୁଲ ହେଲା କି, ମୋଦୀଙ୍କ ଗାଡିକୁ ଅଟକାଇବା ଭୁଲ ହେଲା କି…ଏପରି ଅନେକ ଆତ୍ମ ସମୀକ୍ଷା କରିବ କଂଗ୍ରେସ। ଦଳର ଐତିହାସିକ ପରାଜୟର କାରଣ ଯାହାବି ଦର୍ଶାଯାଉ, ପ୍ରଥମେ ଦୃଶ୍ୟମାନ ହେଉଛି, ତାହା ହେଲା ଭୟଙ୍କର ଗୋଷ୍ଠୀ କନ୍ଦଳ.. ଅମୃତସର: ପଞ୍ଜାବରେ ଆସିଥିବା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia