April 22, 2025

ପଞ୍ଚାୟତ ନିର୍ବାଚନ ୨୦୨୨: କୋଟିଆରେ ଗୋଟିଏ ପୋଷ୍ଟରେ ନବୀନ, ନିରଞ୍ଜନ, ସମୀର

ଭୁବନେଶ୍ୱର: କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ଏକଜୁଟ ହୋଇଛନ୍ତି । କୋଟିଆରେ ନିଦ୍ୱର୍ନ୍ଦ୍ୱରେ ପ୍ରାର୍ଥୀ ବିଜୟ ପାଇଁ ଉଦ୍ୟମ ଫେଲ ମାରିବା ପରେ ଏବେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁଦଳର ନେତାଙ୍କ ଉଦ୍ୟମ କରୁଛନ୍ତି । ସର୍ବଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପୋଷ୍ଟରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ୟ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia