April 22, 2025

ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, କାଲି କୋଟିଆରେ ପଡ଼ିବ ଭୋଟ

ଭୁବନେଶ୍ୱର: ଆସନ୍ତାକାଲି କୋଟିଆରେ ପଡିବାକୁ ଯାଉଛି ପଞ୍ଚାୟତ ଭୋଟ । ଆନ୍ଧ୍ରର ଷଡଯନ୍ତ୍ର ଭିତରେ କାଲି କୋଟିଆରେ ହେବ ମତଦାନ । ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ଆଜି ସିଲ୍ କରିଛି ଓଡିଶା ପ୍ରଶାସନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୂଚନାଥାଉ କି,

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia