April 21, 2025

ନ୍ୟାୟପାଳିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲେ ମେହବୁବା ମୁଫତି, ପାକିସ୍ତାନୀ ନ୍ୟାୟପାଳିକାକୁ କଲେ ପ୍ରଶଂସା

ଶ୍ରୀନଗର : କେନ୍ଦ୍ର ସରକାରଙ୍କୁ ପ୍ରଶ୍ନଘେରରେ ରଖୁଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବର୍ତ୍ତମାନ ନ୍ୟାୟପାଳିକା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ଏପରିକି ସେ ପାକିସ୍ତାନର ନ୍ୟାୟପାଳିକାକୁ ପ୍ରଶଂସା କରିବାକୁ ମଧ୍ୟ ଭୁଲି ନାହଁନ୍ତି । ଏକ ଲିଞ୍ଚିଂ ଘଟଣାରେ ଦୋଷୀଙ୍କୁ ଦଣ୍ଡବିଧାନର ଉଦାହରଣ ଦର୍ଶାଇ ସେ ନ୍ୟାୟପାଳିକା ଉପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia