April 21, 2025

ନ୍ୟାସନାଲ ହେରାଲ୍ଡ ମାମଲା : ଇଡିରେ ହାଜର ହେବାକୁ ତିନି ସପ୍ତାହ ସମୟ ମାଗିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହେବାକୁ ଅଧିକ ସମୟ ମାଗିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ-ଏଜିଏଲ ଚୁକ୍ତିରେ ଅର୍ଥ ହେରଫେର ମାମଲାରେ କଂଗ୍ରେସ ମୁଖିଆଙ୍କୁ ସମନ ଜାରି କରିବା ପରେ ଏଜେନ୍ସିରେ ହାଜର ହେବାକୁ ଅତି କମରେ ତିନି ସପ୍ତାହ ମାଗିଛନ୍ତି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia