April 21, 2025

ନିର୍ବାଚନ ପ୍ରସ୍ତୁତି ତଦାରଖ କରିବା ପାଇଁ ଆଜିଠାରୁ ତିନି ଦିନିଆ ୟୁପି ଗସ୍ତରେ ନିର୍ବାଚନ କମିଶନ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତିର ଆକଳନ କରିବାକୁ ନିର୍ବାଚନ ଆୟୋଗ ଦଳ ଆଜି ଉତ୍ତରପ୍ରଦେଶ ଗସ୍ତ କରିବେ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମଧ୍ୟ ଆୟୋଗର ଏହି ଦଳରେ ସାମିଲ ରହିବେ । ଦେଶରେ ଓମିକ୍ରନ୍ ଭାରିଆଣ୍ଟର ବିପଦ ଏବଂ କରୋନା ଭାଇରସ ମହାମାରୀର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia