April 22, 2025

ନିର୍ବାଚନୀ ହିଂସା: ଭୋଟ ବାକ୍ସ ନେଇ ଛୁ ମାରିଲେ ଦୁର୍ବୃତ୍ତ, ମତଦାନ ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଆଳି ପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ନେଇ ଯାଇଥିବାର ଅଭିଯୋଗ ହୋଇଛି । ଏଥିଯୋଗୁ ସ୍ଥାନୀୟ ପଟସରା କେନ୍ଦ୍ରର ୧ ଓ ୨ ନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ବୁଥ୍‌ରେ ଭୋଟ୍ ବାକ୍ସ ଭାଙ୍ଗିବା ସହ ଅନ୍ୟ ଏକ ବୁଥ୍‌ରୁ ବାକ୍ସ ନେଇ ପଲାଇଛନ୍ତି ଦୁର୍ବୃତ୍ତ । ଘଟଣା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia