April 22, 2025

ନିବେଶକଙ୍କୁ ନିମନ୍ତ୍ରଣ ଦେବା ପରେ ଆଜି ବିଦେଶ ଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ

ଦୁବାଇ: ଆଜି (ଗୁରୁବାର) ବିଦେଶ ଗସ୍ତରୁ ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ ଗସ୍ତ ପରେ ଦୁବାଇରେ ନିବେଶକଙ୍କୁ ନିମନ୍ତ୍ରଣ ଦେବା ପରେ ଆଜି ନିଜ ମାଟିକୁ ଫେରିବେ ନବୀନ । ଦୁବାଇରୁ ଫ୍ଲାଇଟ୍ ଯୋଗେ ଦିଲ୍ଲୀ ପରେ ସେଠାରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ରହିଛି । ବିଦେଶଗସ୍ତ ସମୟରେ ସବୁଠି ନବୀନଙ୍କ କ୍ରେଜ ଦେଖବାକୁ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia