ଭୁବନେଶ୍ୱର: ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଗୋଟିଏ ମିନିଟ ବି ନିଦ ହେଉନାହିଁ। କିଛି କରିବାକୁ ଇଛା ହେଉନି। ମୁଁ କ’ଣ କରିବି ଜାଣିପାରୁନି। ଭଗବାନ ମୋତେ ନେଇଯାଅ Sorry, Sorry।’ ଭୁବନେଶ୍ୱରରେ ଏକ ହଷ୍ଟେଲରୁ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ଏବେ ହାତଲେଖା ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia
More Stories
4 held for murder attempt on friend
Man injured in bear attack in Keonjhar
Acting VC takes charge at CUO