April 22, 2025

ନଭେମ୍ବର ୩୦ରୁ ‘ମେକ୍ ଇନ୍ ଓଡିଶା କନ୍‌କ୍ଲେଭ୍‌-୨୦୨୨’

ଭୁବନେଶ୍ୱର: ନଭେମ୍ବର ୩୦ରୁ ମେକ୍ ଇନ୍ ଓଡିଶା କନ୍‌କ୍ଲେଭ । ଓଡ଼ିଶାରେ ନଭେମ୍ବର ୩୦ରୁ ଡିସେମ୍ବର ୪ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆୟୋଜନ କରାଯିବ । ଏନେଇ ଦୁବାଇ ଇନଭେଷ୍ଟର୍ସ ମିଟରେ ତାରିଖ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia