ଭୁବନେଶ୍ୱର: ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଭେଟି ଗୁରୁମନ୍ତ୍ର ଦେଲେ ନବୀନ । ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ। ଭଲ କାମ କରି ଲୋକଙ୍କ ଆସ୍ଥା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia
More Stories
ମୋଦୀ କ୍ୟାବିନେଟ ହେବ ସମ୍ପ୍ରାସାରଣ ! ଚିରାଗ ପାସୱାନ୍ ଙ୍କୁ ମିଳିପାରେ ମନ୍ତ୍ରୀପଦ, ସିନ୍ଦେ ଗୋଷ୍ଠୀକୁ ମିଳିପାରେ ସୁଯୋଗ
ଅଜିତ ପାୱାରଙ୍କ ସମେତ 9 ଜଣ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ କଲା ଏନସିପି, ECI କୁ ଲେଖିଲା ଚିଠି
ତେଲେଙ୍ଗାନାରେ ନିର୍ବାଚନୀ ବିଗୁଲ ବଜାଇବେ ରାହୁଲ ଗାନ୍ଧୀ, ଖମ୍ମମରେ ସାଧାରଣ ସଭାକୁ କରିବେ ସମ୍ବୋଧନ