April 22, 2025

ନନ୍ଦନକାନନରେ ମଲ୍ଟି ପାର୍କିଂ ବିଲ୍ଡିଂ ଉଦଘାଟିତ

ଭୁବନେଶ୍ବର: ନନ୍ଦନକାନନରେ ଓଡ଼ିଶାର ପ୍ରଥମ ବହୁତଳ ପାର୍କିଂ କୋଠାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରି ମହଲା ବିଶିଷ୍ଟ ପାର୍କିଙ୍ଗ ସ୍ଥଳରେ 583ଟି ଚାରିଚକିଆ ଯାନ ରହିବାର ବ୍ୟବସ୍ଥା କରାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାର୍କିଂ ସମସ୍ୟାକୁ ଦୂର କରିବା ପାଇଁ ନନ୍ଦନକାନନରେ 35 କୋଟି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia