April 29, 2025

ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା:ଡିସିପି ଅଫିସ୍ ଘେରିଲା ବିଜେପି

ଭୁବନେଶ୍ୱର: ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ବିଜେପିର ଜୋରଦାର ବିକ୍ଷୋଭ। ଦୋଷୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପିର ଜୋରଦାର ବିକ୍ଷୋଭ କରିଛି । ବିଜେପି ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସ ଘେରାଉ କରାଯାଇଛି । ବିଜେପିର କର୍ମୀ ଓ ତୁଙ୍ଗ ନେତାମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ପୋଲିସର ତଦନ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia