April 23, 2025

ଧରାଶାୟୀ ବିରୋଧୀ: ଏହି ୪ ଜିଲ୍ଲା ପୋଛିନେଲା ବିଜେଡି, ଖାତା ଖୋଲି ପାରିଲାନି ବିଜେପି-କଂଗ୍ରେସ

ଭୁବନେଶ୍ବର: ଜାରି ରହିଛି ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍ ଗଣତି ପ୍ରକ୍ରିୟା । ଆଜି ଗଣତିର ଶେଷ ଦିନ ହୋଇଥିବା ବେଳେ ଫଳାଫଳ ଆସି ସାରିଥିବା ଆସନରେ ବହୁ ଆଗରେ ରହିଛି ବିଜେଡି । ଏପରିକି ୪ ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ କ୍ଲିନ ସୁଇପ କରିଛି ବିଜେଡ଼ି । ଏହି ଜିଲ୍ଲା ଗୁଡିକ ହେଲା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia