April 22, 2025

ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଫଲାଇନ୍ କ୍ଲାସ୍ ବନ୍ଦ, ଅନଲାଇନରେ ପଢ଼ିବେ ପିଲା

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି କୋଭିଡ୍ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ସହ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ବନ୍ଦ ରହିବ । କେବଳ ଅନଲାଇନ୍ ଯୋଗେ ପିଲାମାନେ ପାଠ ପଢିପାରିବେ । ତେବେ ମାଟ୍ରିକ ସମେଟିଭ୍ ପରୀକ୍ଷା ଚାଲୁ ରହିବ। {image-offlineclasses-1641396902.jpg

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia