April 21, 2025

ଦେଢ ଦଶନ୍ଧି ପରେ ବଢିବ ଦିଆସିଲିର ଦର: ଡିସେମ୍ବର ପହିଲାରୁ 2 ଟଙ୍କା ହେବ ମୂଲ୍ୟ, ମିଳିବ ଅଧିକ କାଠି

ଡିଆସିଲିର ଗ୍ରାମଞ୍ଚଳରେ ଲୋକପ୍ରିୟ ନାମ ହେଉଛି ନିଆଁପେଡି । ଏହି ନିଆଁ ପେଡିରେ ଏବେ ଲାଗିବାକୁ ଯାଉଛି ନିଆଁ, କାରଣ ପ୍ରାୟ ଦେଢ ଦଶନ୍ଧି ପରେ ଗୋଟିଏ ବକ୍ସ ଡିଆସିଲି ପିଛା ଏକ ଟଙ୍କା ବଦଳର ପଡିବ ଦୁଇ ଟଙ୍କା । ତେବେ ଆଶ୍ଵାସନାର ବିଷୟ ହେଲା ଏଣିକି ଗୋଟିଏ ବକ୍ସରେ ୩୬ଟି କାଠି ବଦଳରେ ମିଳିବ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia