April 21, 2025

ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ, ଶିବସେନା ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା

ମୁମ୍ବାଇ : ଦୀର୍ଘ ଦୁଇ ଦଶନ୍ଧି ପରେ ମହାରାଷ୍ଟ୍ରରେ ହେବ ରାଜ୍ୟସଭା ଆସନ ପାଇଁ ନିର୍ବାଚନ । ଖାଲି ପଡିଥିବା ଆସନ ମଧ୍ୟରୁ ଷଷ୍ଠ ଆସନ ପାଇଁ ଉଭୟ ଶିବସେନା ଓ ବିଜେପି ମଧ୍ୟରେ ଚାଲିଥିବା ଲଢେଇ ଅଧିକ ଜଟିଳ ହେବାରେ ଲାଗିଛି । ସ୍ୱାଧୀନ ବିଧାୟକମାନଙ୍କ ସମର୍ଥନ ହାତେଇବା ଲାଗି ଶିବସେନା ବିଧାୟକ ପାଣ୍ଠି ତଥା

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia