April 23, 2025

ଦିନକ ପରେ ରଙ୍ଗର ପର୍ବ ହୋଲି: ଜମିଲାଣି ରଙ୍ଗର ବେପାର

ଭୁବନେଶ୍ୱର: ଦିନକ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଘରେ ହୋଲି ଖେଳ ନେଇ ଅନୁମତି ପରେ ଉତ୍ସବ ମୁଖର ଗାଁ ଠୁ ସହର । ହୋଲିକୁ ଦୃଷ୍ଟିରେ ରଖି ଏବେଠୁ ଜମିଲାଣି ରଙ୍ଗ ବଜାର । ହର୍ବାଲ ରଙ୍ଗ ସହ ଆକର୍ଷଣ ସାଜିଛି ମୁଖା, ପିଚକାରୀ । ଓଡ଼ିଶାର କୋଲକାତା ଭାବରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia