April 22, 2025

ଦିନକ ଆଗରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହେଲା ଲୋକସଭା ଓ ରାଜ୍ୟସଭା

ନୂଆଦିଲ୍ଲୀ : ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗୁରୁବାର ଦିନ ଲୋକସଭା ଓ ରାଜ୍ୟସଭାର ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି । ତେଲ ଦର ବୃଦ୍ଧି ଓ ବିଜେପି ନେତା କିରୀଟ ସୋମାୟାଙ୍କ ନାଁରେ ଆସିଥିବା 57 କୋଟି ଟଙ୍କାର ଦୁର୍ନୀତି ଉପରେ ବିରୋଧୀ ଆଲୋଚନା ଦାବି କରିବା ପରେ ଉଭୟ ଗୃହକୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia