ଦାନା ବାନ୍ଧୁଛି କି ବାତ୍ୟା ? ଘୂର୍ଣ୍ଣିବଳୟ ପରେ ବଢିଲା ଆଶଙ୍କା; ଜାଣନ୍ତୁ, କଣ କହୁଛି କେଉଁ ମଡେଲ ?

ଭୁବନେଶ୍ୱର: ବାତ୍ୟା ହେବ ନା ହେବ ନାହିଁ ? ଯଦି ହେବ, କେଉଁଠି ଲ୍ୟାଣ୍ଡଫଲ କରିବ ? କେତେ ଜୋରରେ ପବନ ବୋହିବ ? କେତେ ବର୍ଷ ହେବ ? କେତେ ଭୟଙ୍କର ରୂପନେବ ? ଚାଲିଛି ଅକ୍ଟୋବର ମାସ । ତେଣୁ ରାଜ୍ୟବାସୀଙ୍କ ମନରୁ ଯାଉନି ବାତ୍ୟା ଛନକା । ଯଦିଓ ଭାରତୀୟ ପାଣିପାଗ ବିଭାଗ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia