April 22, 2025

‘ଦଳକୁ ମଜବୁତ କରିବାକୁ ପଡିବ, ଦେଶ ପାଇଁ କଂଗ୍ରେସ ଆବଶ୍ୟକ’ କହି ଦଳୀୟ ନେତାଙ୍କୁ ଏକାଠି ହେବାକୁ ସୋନିଆ ଗାନ୍ଧୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ମଙ୍ଗଳବାର ଦିନ କଂଗ୍ରେସ ସଂସଦୀୟ ଦଳ (ସିପିପି) ବୈଠକ ଅନୁଷ୍ଠିତ ହୋଇଛି । ଯାହାକୁ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ସମ୍ବୋଧିତ କରିଛନ୍ତି । ଲୋକସଭା ଓ ରାଜ୍ୟସଭାର ସମସ୍ତ ଦଳର ସଦସ୍ୟ ଏହି ସଭାରେ ଯୋଗ ଦେଇଥିଲେ । ଏହି ବୈଠକରେ ଅଧ୍ୟକ୍ଷତା କରି ସୋନିଆ ଗାନ୍ଧୀ ଦରଦାମ ବୃଦ୍ଧି ପ୍ରସଙ୍ଗରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia