April 22, 2025

ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ହେବେ ରାଜ୍ୟସଭା ସାଂସଦ ମାଣିକ ସାହା

ଅଗରତାଲା : ତ୍ରିପୁରାରେ ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଦେବଙ୍କ ଇସ୍ତଫା ପରେ ବିଜେପି ମାଣିକ ସାହାଙ୍କୁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିବାକୁ ଘୋଷଣା କରିଛି । ବିପ୍ଲବ ଦେବଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ବୈଠକରେ ମାଣିକ ସାହାଙ୍କ ନାମ ଅନୁମୋଦନ କରାଯାଇଥିଲା । ମାଣିକ ସାହା ତ୍ରିପୁରା ବିଜେପିର ଅଧ୍ୟକ୍ଷ ଏବଂ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia