April 22, 2025

‘ତୈଳଦର ବୃଦ୍ଧି ରୋକିବାକୁ ଭଲ ଉପାୟ, ପ୍ରତି ମାସରେ ହେଉ ନିର୍ବାଚନ’

ନୂଆଦିଲ୍ଲୀ: ଦେଶରେ ତୈଳଦର ବୃଦ୍ଧିକୁ ରୋକିବାକୁ ଭଲ ଉପାୟ । ପ୍ରତି ମାସରେ ହେଉ ନିର୍ବାଚନ । ଦୁଇ ଦିନରେ ଦୁଇ ଟଙ୍କା ତୈଳଦର ବୃଦ୍ଧି ନେଇ ଆଜି ଲୋକସଭାରେ କେନ୍ଦ୍ର ସରକାରଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ । ସୂଚନାଥାଉ କି, ନିକଟ ଅତୀତରେ ପାଞ୍ଚ ରାଜ୍ୟରେ ଶେଷ ହୋଇଛି

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia