ମୁମ୍ବାଇ: ଆଗାମୀ ଚଳଚ୍ଚିତ୍ର ‘ଧାକଡ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି କଙ୍ଗନା। ସେ ବିଭିନ୍ନ ରାଜ୍ୟରେ ଏହି ଚଳଚ୍ଚିତ୍ରର ପ୍ରମୋସନ କରୁଛନ୍ତି। ବୁଦ୍ଧ ପୂର୍ଣ୍ଣିମାର ପବିତ୍ର ଅବସରରେ ତିରୁପତିରେ ପହଞ୍ଚି ଦର୍ଶନ କରିଛନ୍ତି କୁଇନ । ଫିଲ୍ମର ନିର୍ମାତା ଦୀପକ ମୁକୁଟ ଏବଂ ତାଙ୍କ ପତ୍ନୀ କୃଷ୍ଣ ମୁକୁଟ ମଧ୍ୟ ଅଭିନେତ୍ରୀଙ୍କ ସହ ତିରୁପତି ଯାତ୍ରା କରିଛନ୍ତି ।
Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia
More Stories
ବାପା ହେଲେ ସାଉଥ ସୁପରଷ୍ଟାର ରାମଚରଣ, ଘରକୁ ଆସିଲା କୁନି ପରୀ
କମି ଚାଲିଛି ‘ଆଦିପୁରୁଷ’ର ଆୟ, ବମ୍ପର ଓପନିଂ ପରେ ଫ୍ଲପ୍ ହେଲା ଫିଲ୍ମ: ଆଜି ହୋଇଛି ମାତ୍ର ଏତିକି କଲେକ୍ସନ
ବିବାଦରେ ‘ଆଦିପୁରୁଷ’: ବଦଳିବ ସିନେମାର ଡାଏଲଗ, ସମାଲୋଚନା କରୁଛନ୍ତି ଦର୍ଶକ