April 20, 2025

ଡିଗ୍ରୀକୁ ନେଇ ପୁଣି ମୋଦୀଙ୍କୁ ଟାର୍ଗେଟ୍ କଲେ କେଜ୍ରିୱାଲ, କହିଲେ, ‘ଯଦି ଡିଗ୍ରୀ ଅସଲି, ତେବେ ଦେଖାଇବାରେ ଆପତ୍ତି କ’ଣ ?’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଗ୍ରୀକୁ ନେଇ ଗୁଜୁରାଟ ହାଇକୋର୍ଟ କେଜ୍ରିୱାଲଙ୍କୁ 25 ହଜା ଟଙ୍କା ଜରିମାନା କରିବା ପରେ ମଧ୍ୟ ଏହି ପ୍ରସଙ୍ଗରେ ଥମିନି ରାଜନୀତି । ଏବେବି ମୋଦୀଙ୍କ ଡିଗ୍ରୀ ମାମଲାରେ ହେଡଲାଇନ ପାଲଟିଛି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia