April 21, 2025

‘ଟ୍ୱିଟ ବୋମା’ ପକାଇଲେ ନବାବ ମଲିକ, ଫଟୋ ସେୟାର କରି କହିଲେ ‘କବୁଲ ହୈ, କବୁଲ ହୈ, କବୁଲ ହୈ… ଏ କଣ କଲ ସମୀର ଦାଉଦ ୱାନଖେଡେ’

ମୁମ୍ବାଇ : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବା ପରେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ନବାବ ମଲିକ ଏବଂ ଏନସିବି ଅଧିକାରୀ ସମୀର ୱାନକେଡେଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ନବାବ ମଲିକ ରବିବାର ବିଳମ୍ବିତ ରାତିରେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଆଉ ଏକ ଫଟୋ ସେୟାର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia