April 20, 2025

ଟ୍ୱିଟର ବାୟୋରୁ କଂଗ୍ରେସକୁ ହଟାଇଲେ କ୍ୟାପ୍ଟେନ, ଲେଖିଲେ ଏପରି କିଛି…

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ଗୁରୁବାର (ସେପ୍ଟେମ୍ବର 30) କଂଗ୍ରେସ ଦଳ ଛାଡିବାକୁ ଘୋଷଣା କରିଛନ୍ତି । ଗୁରୁବାର ଦିନ କଂଗ୍ରେସ ଦଳ ଛାଡିବାକୁ ନିଷ୍ପତ୍ତି ଘୋଷଣା କରିବା ପରେ ଅମରିନ୍ଦର ସିଂ ତୁରନ୍ତ ତାଙ୍କ ଟ୍ୱିଟର ବାୟୋ ପରିବର୍ତ୍ତନ କରିଛନ୍ତି । କ୍ୟାପ୍ଟେନ ଅମରିନ୍ଦର ସିଂ ତାଙ୍କ ଟ୍ୱିଟର ବାୟୋରୁ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia