April 22, 2025

ଟ୍ୱିଟର ଉପରେ ଅସନ୍ତୋଷ ପ୍ରକାଶ କଲେ ରାହୁଲ ଗାନ୍ଧୀ, କହିଲେ – ‘ଭାରତ ପାଇଁ ବିନାଶକାରୀ ଚିନ୍ତାଧାରାର ମୋହରା ବନନ୍ତୁ ନାହିଁ’

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟର ବିରୋଧରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । ମାଇକ୍ରୋ ବ୍ଲଗିଂ ୱେବସାଇଟରେ ଅନୁସରଣକାରୀ(ଫଲୋର୍ସ) ହ୍ରାସ ପାଇବା ପରେ ରାହୁଲ ଗାନ୍ଧୀ ଟ୍ୱିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ରାହୁଲ ଗାନ୍ଧୀ ପରାମର୍ଶ ଦେଇ କହିଛନ୍ତି ଯେ, ଭାରତର

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia