April 21, 2025

ଟ୍ବିଟରରେ ଟ୍ରେଣ୍ଡ କରୁଛି #odishaSchoolTransformation

ଭୁବନେଶ୍ବର: ଓଡିଶାର ସ୍ମାର୍ଟ ସ୍କୁଲକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaSchoolTransformation । ଟ୍ୱିଟରରେ ପ୍ରାୟ ୨ରୁ ୩ ଘଣ୍ଟା ହେବ ୧ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛି ଓଡିଶାର ସ୍ମାର୍ଟ ସ୍କୁଲ । ଗୋଟେ ପଟେ 6 ହଜାରରୁ ଅଧିକ ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଉଥିବାବେଳେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia