April 22, 2025

ଟିଏମସି ବିଧାୟକଙ୍କ ଖୁଲମଖୁଲା ଧମକ, ‘ବିଜେପିକୁ ଭୋଟ ଦେବାର ପରିଣାମ ଖରାପ ହେବ …’, ଦେଖନ୍ତୁ ଭିଡ଼ିଓ

କୋଲକାତା : ପଶ୍ଚିମବଙ୍ଗ ଉପ-ନିର୍ବାଚନରେ ଟିଏମସି ବିଧାୟକ ନରେନ ଚକ୍ରବର୍ତ୍ତୀ ଭୋଟରଙ୍କୁ ଧମକ ଦେଇଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଟ୍ୱିଟରରେ ନରେନଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ନରେନ କହୁଛନ୍ତି ଯେ ବିଜେପିକୁ ଭୋଟ୍ ଦେବା ଖରାପ ଫଳାଫଳ ଆଣିବ । ମାଲଭିୟା ଭିଡିଓ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia