April 20, 2025

ଟିଏମସିକୁ ତାଲିବାନ କହି ଆକ୍ଷେପ କଲେ ବଙ୍ଗଳା ବିଜେପିର ନୂଆ ଅଧ୍ୟକ୍ଷ ସୁକାନ୍ତ ମଜୁମଦାର

କୋଲକାତା : ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର 4 ଜଣ ବିଧାୟକ ଏବଂ ଜଣେ ସାଂସଦ ଦଳ ଛାଡିବା ପରେ ଦିଲୀପ ଘୋଷଙ୍କ ହାତରୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଛଡ଼ାଇ ନେଇ ସୁକାନ୍ତ ମଜୁମଦାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଦଳର ଅଧ୍ୟକ୍ଷ ପଦ ଗ୍ରହଣ କରୁ କରୁ ସୁକାନ୍ତ ଶାସକ ଟିଏମସି ଉପରେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia