April 22, 2025

ଝାଡ଼ଖଣ୍ଡବାସୀଙ୍କୁ ସୋରେନ ସରକାରଙ୍କ ନୂଆ ବର୍ଷ ଉପହାର, ଦୁଇ ଚକିଆ ଯାନ ଚାଳକଙ୍କୁ 25 ଟଙ୍କା ଶସ୍ତାରେ ମିଳିବ ପେଟ୍ରୋଲ !

ରାଞ୍ଚି : ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର କାର୍ଯ୍ୟକାଳର ଦୁଇ ବର୍ଷ ପୂରଣ ହେବା ପରେ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଘୋଷଣା କରିଛନ୍ତି ଯେ, ଝାଡ଼ଖଣ୍ଡରେ ନୂଆ ବର୍ଷରେ ପେଟ୍ରୋଲ ଏବଂ ଡିଜେଲ 25 ଟଙ୍କା ଶସ୍ତା ହେବ । କିନ୍ତୁ କେବଳ ବିପିଏଲ କାର୍ଡଧାରୀମାନେ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia