April 22, 2025

ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

ପୁରୀ: କେବେ ଖୋଲିବ ରତ୍ନଭଣ୍ଡାର ? ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ । ଆମିକସ୍‌ କ୍ୟୁରିଙ୍କ ଗସ୍ତ ପରେ ପୁନଃ ରତ୍ନ ଭଣ୍ଡାର ଖୋଲିବାକୁ ଦାବି ଉଠିବାରେ ଲାଗିଛି । ଆଗାମୀ ୨୭ତାରିଖରେ ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତି କରିବା ପାଇଁ ପୁଣି ଥରେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia