April 22, 2025

ଜେଡିୟୁରେ ଯୋଗ ଦେଇଛନ୍ତି ମଣିପୁର କଂଗ୍ରେସ ବିଧାୟକ ଜୟକିଶନ ସିଂହ

ଇମ୍ଫାଲ : କଂଗ୍ରେସରୁ ବିତାଡ଼ିତ ବିଧାୟକ ଖୁମୁକ୍ଚମ୍ ଜୟକିଶନ୍ ସିଂହ ଜନତା ଦଳ ୟୁନାଇଟେଡରେ ଯୋଗ ଦେଇଛନ୍ତି । ବୁଧବାର ଦିନ ଜୟକିଶନ ସିଂହ ଇମ୍ଫାଲରେ ଥିବା ତାଙ୍କ ବାସଭବନରେ ଜେଡିୟୁ ର ଜାତୀୟ ସାଧାରଣ ସମ୍ପାଦକ ରାମପ୍ରୀତ ମଣ୍ଡଳଙ୍କ ଉପସ୍ଥିତିରେ ଏହା ଘୋଷଣା କରିଛନ୍ତି । ଏହା ପରେ ଜେଡିୟୁ ନେତା ରାମପ୍ରୀତ ମଣ୍ଡଳ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia