April 24, 2025

ଜୁନ 16ରୁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ରାଇରଙ୍ଗପୁର: ଚଳିତ ମାସ  16ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଅଭୟାରଣ୍ୟକୁ ପ୍ରବେଶ କରିବାର ସମସ୍ତ ଗେଟ ସାଢେ ଚାରି ମାସ ପର୍ଯ୍ୟନ୍ତ ରହିବ ବନ୍ଦ । ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ ଅନ୍ତର୍ଗତ କାଳିଆଣି ଫାଟକରେ ପର୍ଯ୍ୟନ୍ତ ସବୁ ବନ୍ଦ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia