April 22, 2025

ଜୁନ 10 ରେ ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି ଜାରି

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଖାଲି ହେଉଥିବା 3 ଟି ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ 10 ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଲା।ଓଡିଶାର 3ଟି ଆସନରେ ହେବ ନିର୍ବାଚନ । କାର୍ଯ୍ୟକାଳ ସରୁଥିବା 3 ସଦସ୍ୟଙ୍କ ସ୍ଥାନ ପୂରଣ ପାଇଁ ହେବ ନିର୍ବାଚନ ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia