April 22, 2025

ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଗରିବଙ୍କ ବିରୋଧରେ ଯୁଦ୍ଧ ବୋଲି କହିଲେ ଓୱେସି

ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଶୋଭା ଯାତ୍ରା ସମୟରେ ହିଂସା ଘଟିଥିଲା । ଏହା ପରେ ଆଜି MCD ଏଠାରେ ବେଆଇନଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ବେଆଇନ ଦଖଲକୁ ହଟାଇବା ପାଇଁ ଏଠାରେ 400 ରୁ ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି ।

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia