April 22, 2025

ଜାଣନ୍ତୁ, ରେଳ ବଜେଟରେ ଓଡ଼ିଶାକୁ କେତେ ?

ଭୁବନେଶ୍ୱର: ୨୦୨୨-୨୩ ରେଳ ବଜେଟରେ ଓଡ଼ିଶାକୁ ମିଳିଲା କେତେ ? ଏହି ପ୍ରଶ୍ନର ଉତ୍ତର ଏବେ ସ୍ପଷ୍ଟ ହୋଇଛି । କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୯୭୩୪ କୋଟି ଟଙ୍କାର ଅନୁଦାନ ମିଳିଛି। ପୂର୍ବତଟ ରେଳବାଇକୁ ଆବଣ୍ଟିତ ଅନୁଦାନରେ ସର୍ବାଧିକ ଗୁରୁତ୍ୱ ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗିର ଓ ଅନୁଗୋଳ-ସୁକିନ୍ଦା ରେଳମାର୍ଗକୁ ମିଳିଛି। ଏହାସହିତ ଭୁବନେଶ୍ୱର ରେଳଷ୍ଟେସନରେ ଆଉ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia