April 20, 2025

ଜାଣନ୍ତୁ କାହାକୁ ଡେଟ୍ କରୁଛନ୍ତି ଅଭିନେତ୍ରୀ ଭୁମି ପେଡନେକର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଭୁମି ପେଡନେକର ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କିଛି ଦିନ ହେବ ଅଭିନେତ୍ରୀଙ୍କୁ ନିଜ ବୟଫ୍ରେଣ୍ତ ୟଶ କଟାରିଆଙ୍କ ସହ ଅନେକ ସ୍ଥାନରେ ଦେଖିବା ପାଇଁ ମିଳୁଛି । କେବେ ଏୟାରପୋର୍ଟରେ ତ ପୁଣି କେବେ ଡିନର ଡେଟରେ ଏହି ଯୋଡିକୁ ଏକାଠି ସ୍ପଟ୍ କରାଯାଉଛି

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia