April 21, 2025

ଜାଡ଼ ମାଡ଼ରେ ଥରହର ସାରା ଓଡିଶା: ଆହୁରି ପାଞ୍ଚ ଦିନ ଥରାଇବ ଶୀତ

ଭୁବନେଶ୍ୱର: ଜାଡ଼ ମାଡ଼ରେ ଥରହର ହେଉଛି ସାରା ଓଡିଶା । ଶୀତ ପ୍ରକୋପରେ ପୂରରୁ ପଲ୍ଲୀ ସବୁ ଆଡେ ‘ଓଃ… ହୋ ହୋ’ ଚିତ୍କାର । ତେବେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା କମିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କ୍ରମାଗତ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia