April 20, 2025

ଜନସଂଘରୁ ବିଜେପି : କେମିତି ଥିଲା ବିଜେପିର ୪୩ ବର୍ଷର ଅଭିଯାନ ?

ନୂଆଦିଲ୍ଲୀ: ୪୩ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେପି । ନିର୍ବାଚନକୁ ଆଉ ବର୍ଷେ ଥିଲାବେଳେ ବିଜେପି ଏବେ ଖୁବ୍ ତତ୍ପର ହୋଇ ଉଠିଛି । ନିକଟ ବିଧାନସଭା ନିର୍ବାଚନରେ ବି ଦଳ ଭଲ ପ୍ରଦର୍ଶନ କରିଥିଲା । ରାଜ୍ୟ କାର୍ଯ୍ୟାଳୟର ବି ଧୁମ୍ ଧାମରେ ପାଳନ ହେଉଛି ଏହି ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

Source: Politics News(ରାଜନୀତି ସମାଚାର): Rajneeti Samachar, Political News/Khabar in Odia – Oneindia Odia