April 22, 2025

ଛାତ୍ରାବାସରୁ ଚିହ୍ନଟ ହେଲେ 13 କୋଭିଡ ଆକ୍ରାନ୍ତ

କଟକ: ପୁଣି ଡରାଉଛି କରୋନା । ଦୀର୍ଘ ଦୁଇ ବର୍ଷ ଧରି ଲୋକଙ୍କୁ ବେହାଲ କଲାଣି ଏହି ମହାମାରୀ । ପ୍ରାୟ କିଛି ଦିନ ହେବ ଲୋକେ ଘରୁ ପଦାକୁ ଯାଇ ନିଜର ଜୀବନ ଜୀବିକା ପୁନଃ ଆରମ୍ଭ କରିଛନ୍ତି । କିଛି ଦିନର ବ୍ୟବଧାନରେ ରାଜ୍ୟରେ କାୟା ମେଲାଇବା ଆରମ୍ଭ କଲାଣି କରୋନା। ଅନେକ ରାଜ୍ୟରେ ଲୋକେ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia