April 30, 2025

ଚିନ୍ତା ବଢ଼ାଇଲା ତେଲ୍, ସବୁ ପାଣି ମିଶିଗଲେ ଆସିବ ପ୍ରବଳ ବନ୍ୟା: ଏସଆରସି

ଭୁବନେଶ୍ୱର: ପଡୋଶୀ ରାଜ୍ୟ ଛତିଶଗଡ଼ରେ ପ୍ରବଳ ବର୍ଷା ସହ ଚିନ୍ତା ବଢ଼ାଇଲା ତେଲ୍ ନଦୀ ପାଣି । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ୍ ନଦୀ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ଗତକାଲି ତେଲ୍ ନଦୀରୁ ଦେଢ଼ ଲକ୍ଷ କ୍ୟୁସେକ୍ ଜଳ ମହାନଦୀରେ ମିଶୁଥିଲା । ମାତ୍ର ଆଜି ତାହା ବଢ଼ି ସାଢ଼େ ୫

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia