April 20, 2025

ଚରମସୀମାରେ ପଞ୍ଜାବ କଂଗ୍ରେସ କନ୍ଦଳ, ଦଳ ଛାଡ଼ିବାକୁ କ୍ୟାପ୍ଟେନଙ୍କ ଧମକ

ଚଣ୍ଡିଗଡ଼ : ଥମୁନି ପଞ୍ଜାବ କଂଗ୍ରେସର ଅନ୍ତଃକନ୍ଦଳ । ଦୀର୍ଘ ଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗି ରହିଛି । ଏହି ସମୟ ମଧ୍ୟରେ ଶନିବାର ସନ୍ଧ୍ୟାରେ ପଞ୍ଜାବରେ ବିଧାୟକ ଦଳ ବୈଠକ ଡକାଯାଇଛି । ଚଣ୍ଡିଗଡ଼ରେ ଆଜି ସନ୍ଧ୍ୟାରେ ଏହି ବିଧାୟକ ଦଳ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia