April 22, 2025

‘ଚକଦା ଏକ୍ସପ୍ରେସ’: କୋହଲିଙ୍କ ପରେ ପଡ଼ିଆକୁ ଓହ୍ଲାଇଲେ ପତ୍ନୀ ଅନୁଷ୍କା ଶର୍ମା

ମୁମ୍ବାଇ: ନୂଆ ଲୁକ୍‌ରେ ଅନୁଷ୍କା ଶର୍ମା। ଭାରତୀୟ କ୍ରିକେଟର ତଥା ଫାଷ୍ଟ ବୋଲର ଲୁକ୍‌ରେ ମିସେସ୍‌ କୋହଲି। ରିଲିଜ ହୋଇଛି ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍‌ ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ଟିଜର। ଦୀର୍ଘ ତିନି ବର୍ଷ ପରେ ଏହି ଫିଲ୍ମ ଜରିଆରେ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି ଅନୁଷ୍କା।  ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବ ଫିଲ୍ମ: ଅନୁଷ୍କା ଶର୍ମାଙ୍କ

Source: Entertainment News in Odia (ମନୋରଞ୍ଜନ ସମାଚାର): Odia Film News, Celebrity Interviews,Upcoming Oriya Movie, Serial & Hit Songs Khabar – Oneindia Odia