April 23, 2025

ଗ୍ରହକଙ୍କୁ ଆଶ୍ଵସ୍ତ: ବଢିବନି ବିଦ୍ୟୁତ ଶୁଳ୍କ,

ଭୁବନେଶ୍ବର: ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର। ଆସନ୍ତା ଆର୍ଥିକ ବର୍ଷ ପାଇଁ ବଢିବ ନାହିଁ ବିଦ୍ୟୁତ ବିଲ। ଏନେଇ ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ସଂସ୍ଥା। ରାଜ୍ୟରେ ରିଟେଲ ବିଦ୍ୟୁତ ବିଲ ବଢିବା ନେଇ ପ୍ରକାଶ ପାଇଥିଲା ଅସନ୍ତୋଷ। ଏଥିପାଇଁ ବିଭିନ୍ନ ଖାଉଟି ସୁରକ୍ଷା ସଂଗଠନ ଗୁଡିକ ପକ୍ଷରୁ ବିଦ୍ୟୁତ ବିଲ ନବଢାଇବା

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia