April 22, 2025

ଗୋଟିଏ ପରିବାର, ଗୋଟିଏ ଟିକେଟ୍ ଉପରେ ପୂର୍ଣ୍ଣ ସହମତି, ଚିନ୍ତନ ଶିବିର ପରେ ବଡ ପରିବର୍ତ୍ତନ : ଅଜୟ ମାକେନ୍

ନୂଆଦିଲ୍ଲୀ : କଂଗ୍ରେସର ତିନି ଦିନିଆ ଚିନ୍ତନ ଶିବିର ରାଜସ୍ଥାନର ଉଦୟପୁରରେ ଆରମ୍ଭ ହୋଇିଛି । ଏହି ଶିବିରରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ସମେତ ଦଳର ଅନେକ ଭେଟେରାନ ନେତା ସାମିଲ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ୍ ଆଶା କରିଛନ୍ତି ଯେ ଏହି ଚିନ୍ତନ ଶିବିରରେ ନିଶ୍ଚିତ ଭାବେ ବଡ଼

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia