April 22, 2025

ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର: ୩୮ ପ୍ରତିଶତ ବଢିଲା ଡ୍ୟୁଟି କଲ୍‌ ଅପ୍‌ ଭତ୍ତା

ଭୁବନେଶ୍ବର: ରାଜ୍ୟର ଗୃହରକ୍ଷୀ (ହୋମଗାର୍ଡ) ମାନଙ୍କ ପାଇଁ ଖୁସି ଖବର। ଗୃହରକ୍ଷୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସିଏ ବା ଡ୍ୟୁଟି କଲ୍‌ ଅପ ରେ ୩୮ପ୍ରତିଶତ ସରକାର ବୃଦ୍ଧି କରିଛନ୍ତି । ପୂର୍ବରୁ ଡ୍ୟୁଟି କଲ୍‌ ଅପ୍‌ ଭତ୍ତା ୯୦୦୦ ମିଳୁଥିଲା । ଏବେ ସେମାନଙ୍କ ଡିସିଏ ଭାବରେ ମାସିକ ୧୨ ହଜାର

Source: Odisha Government News & Announcements in Odia (ଓଡ଼ିଶା ସରକାର ସମାଚାର & ଘୋଷଣା): Govt News & Announcements in Oriya – Oneindia Odia