April 20, 2025

ଗୁଜୁରାଟର ନୂତନ କ୍ୟାବିନେଟ୍ : ନୂଆ ହେଲା ସିଏମ୍ ଭୂପେନ୍ଦ୍ର ପଟେଲଙ୍କ ପୁରା ଟିମ୍, ଶପଥ ନେଲେ 24 ମନ୍ତ୍ରୀ

ଗାନ୍ଧୀନଗର : ଗୁଜୁରାଟର ରାଜଧାନୀ ଗାନ୍ଧୀନଗରର ରାଜ ଭବନରେ ରାଜ୍ୟର ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 5 ଜଣ ବିଧାୟକ ଏକତ୍ର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ମନ୍ତ୍ରୀମଣ୍ଡଳ ଗଠନ ପରେ ମୋଟ 24 ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ନୂତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ

Source: BJD News & Announcements in Odia (ବିଜେଡ଼ି ସମାଚାର & ଘୋଷଣା): Biju Janata Dal (ବିଜୁ ଜନତା ଦଳ) Latest Party News, Top Leaders & More – Oneindia Odia