April 29, 2025

ଗାନ୍ଧୀଜୟନ୍ତୀରେ ବୃକ୍ଷ ରୋପଣ କରିବେ ମୁଖ୍ୟମନ୍ତ୍ରୀ: ସବୁ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପୀଠରୁ ସଂଗ୍ରହ ହେଲା ମାଟି

ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ଗାନ୍ଧୀଜୟନ୍ତୀ ଉପଲକ୍ଷେ ସ୍ବାଧୀନତା ସଂଗ୍ରାମ ସହ ଜଡିତ ଓଡ଼ିଶାର ବିଭିନ୍ନ ସ୍ଥଳରୁ ପବିତ୍ର ମାଟି ଏବଂ ନଦୀରୁ ପାଣି ସଂଗ୍ରହ କରାଯାଉଛି । ତେବେ ଏହି ୩୦ ଜିଲ୍ଲାର ପବିତ୍ର ମାଟି ଓ ନଦୀର ପାଣିକୁ ବ୍ୟବାହାର କରି ଆସନ୍ତା ଗାନ୍ଧୀଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନ

Source: Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar – Oneindia Odia